Homepage

ALL ODISHA PANCHAYAT EXECUTIVE OFFICERS ASSOCIATION, BHUBANESWAR
peoodisha.com

Panchayat Executive Officer the PEO in the context of panchayat is "Panchayat Executive Officer." This position is a key role in the administrative and developmental work at the Gram Panchayat level, overseeing local government
Role of PEO in Panchayat
The PEO in a Panchayat plays a crucial role as the administrative head, responsible for executing government schemes and managing funds. They act as the primary custodians of the Gram Panchayat's assets and ensure compliance with state and central policies. The PEO's responsibilities include:
 
 
  • Executing flagship central and state schemes like MGNREGA, PMAY Pradhan Mantri Awas Yojana, and SBM Swachh Bharat Mission.
  • Managing funds and ensuring proper credit linkage for Self-Help Groups (SHGs).
  • Facilitating sustainable institution-building strategies.
  • Providing basic training and supervision during the probation period.
  • Eligibility for promotion after completing a fixed service period and passing internal departmental exams.
    The PEO's role is vital for the effective implementation of government policies and the development of rural areas in Odish
  • The Odisha Government’s Panchayati Raj & Drinking Water Department has announced 1501 vacancies for the PEO post, a Group-C district cadre position governed by the Odisha Panchayat Executive Officers Service Rules, 2021. Of these, 1268 are fresh vacancies, and 233 are backlog vacancies from previous years. The recruitment process will be conducted by OSSSC, with the official notification expected soon on their website, www.osssc.gov.in.

  •  28-02-2026 12:59 PM - 28-02-2026 12:59 PM
  • Location: To Be Announced

MACP ସମ୍ବନ୍ଧିତ ବିଷୟରେ ଆମର ଲଢେଇ ନ୍ୟାୟସଙ୍ଗତ ଏବଂ ନିୟମାନୁସାରେ ଅଟେ। Nilam Kumar Pattnaik v. State of Odisha & Others ମାମଲାରେ ମହାମାନ୍ୟ ଓଡିଶା ଉଚ୍ଚ ନ୍ୟାୟାଳୟ, କଟକ ଆମର ଦାବିକୁ ଗୁରୁତ୍ୱ ସହ ନେଇ ଅର୍ଥ ବିଭାଗଙ୍କ 10.06.2022 ତାରିଖର ଆଦେଶକୁ stay କରି ପୁନର୍ବିଚାର (revisit) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 📜 ନିୟମ କଣ କୁହୁଛି? ORSP Rule-2017 ର Rule 13(v) କୁ Rule-12 ସହ ଲିଙ୍କ କରାଯାଇଛି। ଏହା ଅନୁସାରେ – MACP ରେ ଯେ financial upgradation ମିଳିବ, ସେହି benefit promotion ବେଳେ ମିଳୁଥିବା benefit ସମାନ ହେବ, କିନ୍ତୁ promotion ସମୟରେ ପୁନଃ ଅତିରିକ୍ତ financial benefit ଦିଆଯିବ ନାହିଁ। କିନ୍ତୁ ଅର୍ଥ ବିଭାଗ 10.06.2022 ର ନିଷ୍ପତ୍ତିରେ “ଗୋଟିଏ increment ଦେଇ next level ର cell ରେ fix” କରିବା ନିୟମ କରି Rule-12 ର ମୂଳ ଆତ୍ମାକୁ ଅନୁଲଂଘନ କରିଛନ୍ତି।

  •  17-11-2025 12:47 AM - 28-02-2026 12:47 AM
  •   Balasore, Odisha, India

ଗାଁ ପରିମଳ ଧୋବା ତୁଠରୁ ଭଳି ପଞ୍ଚାୟତ ରୂପ ରେଖ PEO ଅଫିସ ରୁମ୍ ରୁ ସ୍ପଷ୍ଟ ହୋଇଥାଏ । ଭଲ ଅଫିସ ରୁମ୍ ରେ ବସିଲେ କାମ କରିବାକୁ ଇଚ୍ଛା ବି ହୁଏ ଆଉ ନିଜକୁ (ଦରମା କମ ହେଉ ପଛେ) PEO ଭଳି ଅନୁଭବ ହୁଏ । ଦରମା ପାଇଁ ତ ରାଜ୍ୟ ସଂଘ ରେ ଚେଷ୍ଟା ଚାଲିଛି, ଆସନ୍ତୁ ଏପଟେ ନିଜ ଅଫିସ ରୁମ୍ କୁ ବି ଭଲ ଭାବେ ସଜାଡ଼ିବା । contest re ଭାଗ ନେବା । ନିଜ ଅଫିସ ର ବହୁତ ବଢିଆ ଫଟୋ ସବୁ "ANTARANGA ALAAPA" ଗୃପ ରେ ପୋଷ୍ଟ କରନ୍ତୁ । "ANTARANGA ALAAPA" ଗୃପ Link : https://chat.whatsapp.com/Lr9ktYPo2rZKyPMC8qGqLi ଉଦ୍ୟମ- www.peoodisha.com

  •  21-10-2025 05:10 AM - 15-11-2025 05:10 AM
  • Online Event

MIRROR OF PEOs: Out of 5500 PEOs in Odisha took interest to vote only 55 PEO against the selection. ***** Mostly seen some WhatsApp groups have been created caring lots of aim and objectives. But PEOs have been posting photos, wishes photos, entertainment videos which are not related to the group. SO, I think else other and created ANTARANGA ALLAPA a new group where the PEOs can avail hassle free discussion in all matters. Instead, we are going to start one news channel shortly, where you can find many things related to Odisha PEOs like Association matter, PEOs trouble factors etc ** Required 314 news reporter AMBASSADOR from 314 blocks of Odisha. All interested may register your name here https://www.peoodisha.com/contact-1

  •  08-10-2025 03:06 AM - 08-10-2025 08:36 AM

Opening shortly Courtesy : Balasore District PEO Association Organize: www.peoodisha.com

  •  07-09-2025 03:49 PM - 07-09-2025 09:19 PM

PEO association meeting of Nuapada Dist. President: Bhanu Pratap Dandsena Vice President: Deepa Bag Secretary: Nares Sahu Joint Secretary: Dikendra Majhi Casier: Bhisma meher

  •  31-08-2025 03:12 PM - 31-08-2025 08:42 PM

ଗ୍ରାମାଞ୍ଚଳରେ ସରକାରୀ ଯୋଜନାଙ୍କୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାର ମୁଖ୍ୟ ସୂତ୍ରଧର ହେଉଛନ୍ତି ପି.ଇ.ଓ। ସବୁବେଳେ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ନିଜର କର୍ତ୍ତବ୍ୟ ନିର୍ବାହ କରୁଥିଲେ ମଧ୍ୟ ସେମାନଙ୍କୁ ସମାଜରେ ଉପଯୁକ୍ତ ସ୍ୱୀକୃତୀ ମିଳିପାରୁନାହିଁ। କେତେବେଳେ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଆକ୍ରୋଶର ଶିକାର ହେଉଛନ୍ତି ତ ଆଉ କେତେବେଳେ ଅସାମାଜିକ ବ୍ୟକ୍ତିଙ୍କ ଟାର୍ଗେଟରେ। ତଥାପି କର୍ମକୁ ନିଜର ଭଗବାନ ଚିନ୍ତା କରି କାମ କରିଚାଲୁଛନ୍ତି। ତେବେ କଟକ ଜିଲ୍ଲାରେ କାର୍ଯ୍ୟରତ ପି.ଇ.ଓ. କିଭଳି ସୂଚାରୂଭାବେ କାର୍ଯ୍ୟସମ୍ପାଦନ କରିପାରିବେ, ନିଜର ସୁରକ୍ଷା, ବିଭିନ୍ନ ସମସ୍ୟା ଓ ସମାଧାନ ଦିଗରେ ଆଲୋଚନା କରିବା ନିମନ୍ତେ ଅଗଷ୍ଟ ୩୧ ତାରିଖ କଟକ ଜିଲ୍ଲା ପି.ଇ.ଓ ସଂଘ ପକ୍ଷରୁ ସ୍ଥାନୀୟ ଜଗତପୁର ଭୈରପୁରସ୍ଥିତ ଭଗବତୀ ମଣ୍ଡପରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହ କର୍ମକର୍ତ୍ତା ଚୟନ ହୋଇଯାଇଛି। ସଂଘର ମନୋନୀତ ପଦାଧିକାରୀମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଭାବେ ମୌସମ କୁମାର ବିଷୋୟୀ, ଉପାଧ୍ୟକ୍ଷ ଭାବେ ଅନୁପ୍ରଭା ରାଉତ, ସଚିବ ଭାବେ ରଞ୍ଜିତ ବେହେରା ମନୋନୀତ ହୋଇଛନ୍ତି। ପୁନଶ୍ଚ ଯୁକ୍ତ ସଚିବ ଭାବେ ସୁଗ୍ୟାନୀ ପତି, କୋଷାଧ୍ୟକ୍ଷ ଅମୀତ ମହାନ୍ତି ଓ ଶକ୍ତିକାନ୍ତ ମହାନ୍ତି, ପରାମର୍ଶଦାତା ଭାବେ ଚନ୍ଦନ ସାମଲ ଏବଂ ଅନ୍ୟ ସମସ୍ତ ବ୍ଲକରୁ ଜଣେ ଜଣେ ପ୍ରତିନିଧି ମାନେ ରହିଛନ୍ତି। ଏହି ବୈଠକରେ ପି.ଇ.ଓ.ଙ୍କ ପ୍ରମୁଖ ଦାବି ମଧ୍ୟରେ ଗ୍ରୁପ-ବି (ପେ ଲେବଲ-୯) ପ୍ରତି ଏକତା ଓ ସଂଘବଦ୍ଧତାର ସ୍ପଷ୍ଟ ସନ୍ଦେସ ଦିଆଯାଇଛି। ଏଥି ସହିତ କଟକ ଜିଲ୍ଲାର ଆଠଗଡ଼ ଓ ନରସିଂହପୁରରେ ୨ଜଣ ପି.ଇ.ଓ.ଙ୍କ ପ୍ରତି ଘଟିଥିବା ଅପ୍ରୀତିକର ଘଟଣାକୁ ସମସ୍ତେ ଦୃଢ଼ ନିନ୍ଦା କରିବା ସହ ଚିନ୍ତା ପ୍ରକଟ କରିଥିଲେ। କଟକ ଜିଲ୍ଲାର ୧୪ଟି ବ୍ଲକର ସମସ୍ତ ପି.ଇ.ଓ. ମାନେ ଉପସ୍ଥିତ ଥିଲେ .

  •  22-08-2025 08:00 PM - 22-08-2025 08:00 PM
  •   Basta, Odisha, India

After resignation submitted by Kamalakanta Behera Ex-President and with the Intimation sent from PEO Association Balasore District Total Executive body has reformed on dt 22.08.2025 at Patrajhada Grampanchayat Hall. The following Office bearer has selected.

  •  20-08-2025 10:51 AM - 11-08-2025 07:53 PM
  • Online Event

The PEO is the total administrative corridor of all flagship programmers of Govt., Proper management of the office of Grampanchayat. Large responsibility but salary is less. Its cannot be negotiable. Let's get together. Let's start the new mission to fulfill our demand. Visit regularly www.peoodisha.com for more information.