THE WAR IS CONTINUEING

MACP ସମ୍ବନ୍ଧିତ ବିଷୟରେ ଆମର ଲଢେଇ ନ୍ୟାୟସଙ୍ଗତ ଏବଂ ନିୟମାନୁସାରେ ଅଟେ। Nilam Kumar Pattnaik v. State of Odisha & Others ମାମଲାରେ ମହାମାନ୍ୟ ଓଡିଶା ଉଚ୍ଚ ନ୍ୟାୟାଳୟ, କଟକ ଆମର ଦାବିକୁ ଗୁରୁତ୍ୱ ସହ ନେଇ ଅର୍ଥ ବିଭାଗଙ୍କ 10.06.2022 ତାରିଖର ଆଦେଶକୁ stay କରି ପୁନର୍ବିଚାର (revisit) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 📜 ନିୟମ କଣ କୁହୁଛି? ORSP Rule-2017 ର Rule 13(v) କୁ Rule-12 ସହ ଲିଙ୍କ କରାଯାଇଛି। ଏହା ଅନୁସାରେ – MACP ରେ ଯେ financial upgradation ମିଳିବ, ସେହି benefit promotion ବେଳେ ମିଳୁଥିବା benefit ସମାନ ହେବ, କିନ୍ତୁ promotion ସମୟରେ ପୁନଃ ଅତିରିକ୍ତ financial benefit ଦିଆଯିବ ନାହିଁ। କିନ୍ତୁ ଅର୍ଥ ବିଭାଗ 10.06.2022 ର ନିଷ୍ପତ୍ତିରେ “ଗୋଟିଏ increment ଦେଇ next level ର cell ରେ fix” କରିବା ନିୟମ କରି Rule-12 ର ମୂଳ ଆତ୍ମାକୁ ଅନୁଲଂଘନ କରିଛନ୍ତି।


  • Date:28-02-2026 12:59 PM - 28-02-2026 12:59 PM
  • Location To Be Announced

Description

All PEOs of Odisha be aware and join this fighting spontaneously. 

Contact Mr Kishore Behera, Bhogarai( 7978346350) & Mr Durgaprasad Mohapatra, Basta (6371283569) for Balasore District.