ଓଡିଶା ପଂଚାୟତ ନିର୍ବାହି ଅଧିକାରୀ ମାନେ ତ୍ରୁଣ୍ମୁଳ ସ୍ତର ରେ ସମସ୍ତ ସରକାରୀ ଯୋଜନା କାର୍ଯ୍ଯକାରୀ କରୁଛଂତି. PEO ନ୍କୁ ମାତ୍ରାଧିକ କାର୍ଯ୍ଯାଭାର ଦିଆ ଯାଉଥିଲେ ବି କାମ ଅନୁସାରେ ଦରମା ବହୁତ କମ୍ ଦିଆଯାଊଛି 1 ଏଣୁ ସେମାନେ ଲେବେଲ ୯ ଦରମା ସହିତ ବିମା ଦାବି କରିଛଂତି 1